or_tn/jhn/13/01.md

1.3 KiB

General Information:

ଏପର୍ଯ୍ୟନ୍ତ ନିସ୍ତାରପର୍ବ ହୋଇନାହିଁ ଓ ଯୀଶୁ ରାତ୍ରିଭୋଜ ନିମନ୍ତେ ଆପଣା ଶିଷ୍ୟମାନଙ୍କ ସହିତ ଏକତ୍ର ଅଛନ୍ତି I ଏହି ପଦଗୁଡିକ ବିବରଣୀର ଅବସ୍ଥିତି ବୁଝାଇ ଦିଅନ୍ତି ଏବଂ ଯୀଶୁ ଓ ଯିହୂଦାଙ୍କୁ ବିଷୟରେ ପୃଷ୍ଠଭୂମିର ସୂଚନା ଦିଅନ୍ତି I (ଦେଖ: rc://*/ta/man/translate/writing-background)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

loved

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ, ଓ ଯାହାକି ଅନ୍ୟମାନଙ୍କ ମଙ୍ଗଳ ସାଧନ କରେ, ଏପରିକି ଯେତେବେଳେ ଏହା ଆପଣାର ଉପକାରରେ ଆସି ନ ଥାଏ I ଏହି ପ୍ରକାର ପ୍ରେମ ସେମାନେ ଯାହା କଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଯତ୍ନଶିଳ ହୁଏ I