or_tn/jhn/12/47.md

973 B

If anyone hears my words but does not keep them, I do not judge him; for I have not come to judge the world, but to save the world

ଏଠାରେ “ଜଗତର ବିଚାର କରିବା” ଦଣ୍ଡାଜ୍ଞାକୁ ସୂଚାଏ I ଯୀଶୁ ଲୋକମାନଙ୍କ ବିଚାର କରିବା ନିମନ୍ତେ ଆସି ନଥିଲେ I ଅନ୍ୟ ଏକ ଅନୁବାଦରେ: “ଯଦି କେହି ମୋହର ଶିକ୍ଷା ଶୁଣି ତାହା ଅଗ୍ରାହ୍ୟ କରେ, ମୁଁ ତାହାର ବିଚାର କରେ ନାହିଁ I ମୁଁ ଲୋକମାନଙ୍କ ବିଚାର କରିବାକୁ ଆସିନାହିଁ I ତା’ ପରିବର୍ତ୍ତେ, ମୁ ସେମାନଙ୍କୁ ରକ୍ଷା କରିବାକୁ ଆସିଅଛି ଯେଉଁମାନେ ମୋଠାରେ ବିଶ୍ବାସ” (ଦେଖ: rc://*/ta/man/translate/figs-explicit)