or_tn/jhn/12/46.md

1.1 KiB

Connecting Statement:

ଯୀଶୁ ଲୋକମାନଙ୍କୁ କଥା କହିବା ଜାରି ରଖିଛନ୍ତି I

I have come as a light

ଏଠାରେ “ଜ୍ୟୋତିଃ” ଯୀଶୁଙ୍କ ଆଦର୍ଶ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ସତ୍ୟ ଦେଖାଇବା ନିମନ୍ତେ ଆସିଅଛି” (ଦେଖ: rc://*/ta/man/translate/figs-metaphor)

may not remain in the darkness

ଏଠାରେ “ଅନ୍ଧକାର” ଈଶ୍ବରଙ୍କ ସତ୍ୟକୁ ଅଜ୍ଞତାରେ ଜୀବନ ଯାପନ କରିବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଆତ୍ମିକ ଭାବରେ ଅନ୍ଧହୋଇ ରହିବା ନାହିଁ” (ଦେଖ: rc://*/ta/man/translate/figs-metaphor)

the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଜଗତର ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)