or_tn/jhn/12/40.md

1.2 KiB

he has hardened their hearts ... understand with their hearts

ଏଠାରେ ଜଣେ ବ୍ୟକ୍ତିର ମନୋଭାବକୁ ବୁଝିବା ନିମନ୍ତେ “ହୃଦୟ” ଏକ ରୂପକ ଅଟେ I “ସେମାନଙ୍କ ହୃଦୟକୁ କଠିନ କଲେ” ବାକ୍ୟାଂଶ ଏକ ରୂପକ ଅଟେ, ଯାହା ଜଣକୁ କଠିନ କରାଇବା ବିଷୟକୁ ବୁଝାଏ I ଆହୁରି ମଧ୍ୟ, “ସେମାନଙ୍କର ହୃଦୟ ସହିତ ବୁଝିବା” ଅର୍ଥ “ପ୍ରକୃତରେ ବୁଝିବା ଅଟେ I” ଅନ୍ୟ ଏକ ଅନୁବାଦରେ: “ସେ ସେମାନଙ୍କୁ କଠିନ କଲେ ...ପ୍ରକୃତରେ ବୁଝନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

and turn

ଏଠାରେ “ଫେରିବା” “ମନ ପରିବର୍ତ୍ତନ କରିବା” ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଅତଏବ ସେମାନେ ମନ ପରିବର୍ତ୍ତନ କରିବେ” (ଦେଖ: rc://*/ta/man/translate/figs-metaphor)