or_tn/jhn/12/38.md

12 lines
1.8 KiB
Markdown

# so that the word of Isaiah the prophet would be fulfilled
ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀ ଯିଶାଇୟଙ୍କ ସମ୍ବାଦ ସଫଳ ହେବା ନିମନ୍ତେ” (ଦେଖ: [[rc://*/ta/man/translate/figs-activepassive]])
# Lord, who has believed our report, and to whom has the arm of the Lord been revealed?
ଏହା ଭାବବାଦୀଙ୍କ କାତରତାକୁ ପ୍ରକାଶ କରିବା ନିମନ୍ତେ ଦୁଇଟି ଭାବପ୍ରକାଶକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି ଯେ ଲୋକମାନେ ତାହାଙ୍କ ବାକ୍ୟରେ ବିଶ୍ବାସ କଲେ ନାହି I ସେଗୁଡିକୁ ହୁଏତ ଏକ ଐକ୍ୟ ଭାବପ୍ରକାଶକ ପ୍ରଶ୍ନ ଭାବେ ବ୍ୟକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ହେ ପ୍ରଭୁ, ଅନ୍ତତଃ ଜଣେ ହେଁ ଆମ୍ଭମାନଙ୍କ ବାକ୍ୟରେ ବିଶ୍ବାସ କରିଅଛି, ଏପରିକି ଯଦିଓ ସେମାନେ ଦେଖିଛନ୍ତି ଯେ ତୁମ୍ଭେ ସେମାନଙ୍କୁ ପରାକ୍ରମୀ ଭାବରେ ପରିତ୍ରାଣ କରିବାକୁ ସମର୍ଥ ଅଟ I (ଦେଖ: [[rc://*/ta/man/translate/figs-rquestion]])
# the arm of the Lord
ଏହା ଏକ ରୂପକ ଅଟେ ଯାହା ପରାକ୍ରମ ସହିତ ଈଶ୍ବରଙ୍କ ଉଦ୍ଧାରକାରୀ ଶକ୍ତିକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])