or_tn/jhn/12/35.md

1.7 KiB

The light will still be with you for a short amount of time. Walk while you have the light, so that darkness does not overtake you. He who walks in the darkness does not know where he is going

ଏଠାରେ “ଜ୍ୟୋତିଃ” ଏକ ରୂପକ ଅଟେ, ଯାହା ଈଶ୍ବରଙ୍କ ସତ୍ୟ ପ୍ରକାଶ କରୁଥିବା ଯୀଶୁଙ୍କ ଶିକ୍ଷାକୁ ବୁଝାଏ I “ଅନ୍ଧକାରରେ ଚାଲିବା” ଏକ ରୂପକ ଅଟେ, ଯାହାର ଅର୍ଥ ଈଶ୍ବରଙ୍କ ସତ୍ୟତା ବିନା ଜୀବନଯାପନ କରିବା I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କିପରି ଜୀବନଯାପନ କରିବ ଈଶ୍ବର ଚାହୁଁଛନ୍ତି, ତାହା ବୁଝିବା ନିମନ୍ତେ ସାହାଯ୍ୟ କରିବାକୁ ମୋହର ବାକ୍ୟ ତୁମ୍ଭମାନଙ୍କ ନିମନ୍ତେ ଜ୍ୟୋତିଃ ସଦୃଶ ଅଟେ I ମୁଁ ଆଉ ଅଧିକ ସମୟ ତୁମ୍ଭମାନଙ୍କ ସହିତ ରହିବି ନାହିଁ I ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭେମାନେ ମୋହର ବାକ୍ୟ ପାଳନ କରିବା ଆବଶ୍ୟକ I ଯଦି ତୁମ୍ଭେମାନେ ମୋହର ବାକ୍ୟ ଅଗ୍ରାହ୍ୟ କରିବ, ଏହା ଅନ୍ଧକାରରେ ଭ୍ରମଣ କରିବା ସଦୁଶ ହେବ, ଆଉ ତୁମ୍ଭେମାନେ କୁଆଡେ ଯାଉଅଛ, ଦେଖି ପାରିବନାହିଁ” (ଦେଖ: rc://*/ta/man/translate/figs-metaphor)