or_tn/jhn/12/34.md

881 B
Raw Permalink Blame History

The Son of Man must be lifted up

“ଉତ୍ଥିତ” ହେବା ଅର୍ଥ କ୍ରୁଶାର୍ପିତ ହେବା I ତୁମେ ଏହାକୁ ଏପରି ଅନୁବାଦ କର, ଯେପରି “କ୍ରୁଶ ଉପରେ” ସଦୃଶ ସୂଚାଉଥିବା ଶବ୍ଦ ଅନ୍ତର୍ଭୁକ୍ତ ହେବ I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ପୁତ୍ର ଅବଶ୍ୟ କ୍ରୁଶ ଉପରେ ଉଠାଯିବେ” (ଦେଖ: rc://*/ta/man/translate/figs-ellipsis)

Who is this Son of Man?

ସମ୍ଭାବିତ ଅର୍ଥଗୁଡିକ ୧) “ଏହି ମନୁଷ୍ୟପୁତ୍ରର ପରିଚୟ କଅଣ ? କିମ୍ବା ) “ତୁମ୍ଭେମାନେ କି ପ୍ରକାର ମନୁଷ୍ୟପୁତ୍ରର କଥା କହୁଅଛ ?”