or_tn/jhn/12/33.md

555 B

He said this to indicate what kind of death he would die

ଯୋହନ ଯୀଶୁଙ୍କ କଥାକୁ ତର୍ଜମା କରି କହୁଛନ୍ତି ଯେ ଲୋକମାନେ ତାହାଙ୍କୁ କ୍ରୁଶାର୍ପିତ କରିବେ I ଅନ୍ୟ ଏକ ଅନୁବାଦରେ: “ସେ ଏହା କହିଲେ, ଯେପରି ସେ କି ପ୍ରକାରେ ମୃତ୍ୟୁଭୋଗ କରିବେ, ଲୋକମାନେ ଜାଣିବେ” (ଦେଖ: rc://*/ta/man/translate/writing-background)