or_tn/jhn/12/28.md

1006 B

glorify your name

ଏଠାରେ “ନାମ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭର ମହିମା ପ୍ରକାଶ କର” କିମ୍ବା “ତୁମ୍ଭର ମହିମା ପ୍ରକାଶିତ ହେଉ” (ଦେଖ: rc://*/ta/man/translate/figs-metonymy)

a voice came from heaven

ଏହା ଈଶ୍ବର କହୁଥିବା ବିଷୟକୁ ବୁଝାଏ I ବେଳେବେଳେ ଲୋକମାନେ ପ୍ରତ୍ୟକ୍ଷ ଭାବରେ ଈଶ୍ବରଙ୍କୁ ଦର୍ଶାଇବା ଏଡାଇଥାନ୍ତି, କାରଣ ସେମାନେ ତାହାଙ୍କୁ ସମ୍ମାନ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଉର୍ଦ୍ଧରୁ କହିଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-euphemism]])