or_tn/jhn/12/27.md

1.3 KiB

what should I say? 'Father, save me from this hour'?

ଏହି ଟିପ୍ପଣୀକୁ ଏକ ଭାବପ୍ରକାଶକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଯଦିଓ ଯୀଶୁ କ୍ରୁଶାର୍ପିତକୁ ଏଡାଇବା ଇଚ୍ଛା କରୁଛନ୍ତି, ସେ ଈଶ୍ବରଙ୍କ ବାଧ୍ୟହୋଇ ମୃତ୍ୟୁଭୋଗ କରିବା ନିମନ୍ତେ ମନୋନୀତ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ପ୍ରାର୍ଥନା କରିବି ନାହିଁ, ପିତଃ, ‘ମୋତେ ଏହି ସମୟରୁ ରକ୍ଷା କର !’” (ଦେଖ: rc://*/ta/man/translate/figs-rquestion)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

this hour

ଏଠାରେ “ସମୟ” ଏକ ରୂପକ ଅଟେ, ଯାହା ଯୀଶୁ ଯେତେବେଳେ କ୍ରୁଶ ଉପରେ ଦୁଃଖଭୋଗ କରି ମୃତ୍ୟୁଭୋଗ କରିବା ସମୟକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)