or_tn/jhn/12/26.md

797 B

where I am, there will my servant also be

ଯୀଶୁ ସୂଚାଉଛନ୍ତି ଯେ ଯେଉଁମାନେ ତାହାଙ୍କ ସେବା କରିବେ, ସେମାନେ ତାହାଙ୍କ ସହିତ ସ୍ବର୍ଗରେ ବାସ କରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ଯେତେବେଳେ ସ୍ବର୍ଗରେ ଥିବି, ମୋହର ସେବକ ମଧ୍ୟ ମୋ ସହିତ ରହିବ” (ଦେଖ: rc://*/ta/man/translate/figs-explicit)

the Father will honor him

ଏଠାରେ “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)