or_tn/jhn/12/25.md

1.4 KiB

He who loves his life will lose it

ଏଠାରେ “ଆପଣା ପ୍ରାଣକୁ ପ୍ରିୟଜ୍ଞାନ କରେ”ର ଅର୍ଥ ଅନ୍ୟମାନଙ୍କ ଜୀବନ ଅପେକ୍ଷା ଆପଣାର ଶାରୀରିକ ଜୀବନକୁ ଅଧିକ ମୂଲ୍ୟବାନ୍ ଭାବେ ବିବେଚନା କରିବା I ଅନ୍ୟ ଏକ ଅନୁବାଦରେ: “ଯେକେହି ଅନ୍ୟମାନଙ୍କ ଜୀବନ ଅପେକ୍ଷା ଆପଣା ଜୀବନକୁ ଅଧିକ ମୂଲ୍ୟବାନ୍ ମନେ କରେ, ସେ ଅନନ୍ତ ଜୀବନ ପାଇବ ନାହିଁ” (ଦେଖ: rc://*/ta/man/translate/figs-explicit)

he who hates his life in this world will keep it for eternal life

ଏଠାରେ ଯେ “ଆପଣା ଜୀବନକୁ ଘୃଣା କରେ” ବାକ୍ୟାଂଶ ଯେ ଅନ୍ୟମାନଙ୍କ ଜୀବନ ଅପେକ୍ଷା ଆପଣା ଜୀବନକୁ ଅଳ୍ପ ପ୍ରେମ କରେ, ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେକେହି ଅନ୍ୟମାନଙ୍କ ଜୀବନକୁ ଆପଣା ଜୀବନ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ବିବେଚନା କରେ, ସେ ଈଶ୍ବରଙ୍କ ସହିତ ଚିରକାଳ ବାସ କରିବ” (ଦେଖ: rc://*/ta/man/translate/figs-explicit)