or_tn/jhn/12/24.md

1.3 KiB

Truly, truly, I say to you

ଏହାକୁ ଏପରି ଭାବରେ ଅନୁବାଦ କର, ଯେପରି ତୁମର ଭାଷା ଗୁରୁତ୍ବ ଦିଏ ଯେ ଯାହା ସମ୍ମୁଖରେ ଅଛି, ତାହା ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ “ସତ୍ୟ ସତ୍ୟ”କୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

unless a grain of wheat falls into the earth and dies ... it will bear much fruit

ଏଠାରେ “ଗହମ ବୀଜ” କିମ୍ବା “ବୀଜ” ଯୀଶୁଙ୍କ ମୃତ୍ୟୁ, କବର ଓ ପୁନରୁତ୍ଥାନ ନିମନ୍ତେ ଏକ ରୂପକ ଅଟେ I ଯେପରି ଏକ ବୀଜ ରୋପଣ କଲାପରେ ପୁନର୍ବାର ବଢି ଫଳ ଧାରଣ କରୁଥିବା ଏକ ବୃକ୍ଷ ହୋଇଥାଏ, ସେହିପରି ସେ ମୃତ୍ୟୁଭୋଗ କରି, କବର ପ୍ରାପ୍ତ ହୋଇ, ପୁନର୍ବାର ଜୀବିତ ହେଲାପରେ ଅନେକ ଲୋକ ଯୀଶୁଙ୍କଠାରେ ବିଶ୍ବାସ କରିବେ I (ଦେଖ: rc://*/ta/man/translate/figs-metaphor)