or_tn/jhn/12/23.md

883 B

General Information:

ଯୀଶୁ ଫିଲିପ୍ପ ଓ ଆନ୍ଦ୍ରିୟଙ୍କୁ ଉତ୍ତର ଦେଉଛନ୍ତି I

The hour has come for the Son of Man to be glorified

ଯୀଶୁ ସୂଚାଉଛନ୍ତି ଯେ ତାହାଙ୍କ ସମ୍ମୁଖରେ ଥିବା ଦୁଃଖଭୋଗ, ମୃତ୍ୟୁ ଓ ପୁନରୁତ୍ଥାନ ଦ୍ବାରା ଈଶ୍ବର ମନୁଷ୍ୟପୁତ୍ରଙ୍କୁ ମହିମାନ୍ବିତ କରିବା ନିମନ୍ତେ ଏହା ଉପଯୁକ୍ତ ସମୟ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ ଈଶ୍ବର ମୋତେ ଶୀଘ୍ର ମହିମାନ୍ବିତ କରିବେ” (ଦେଖ: rc://*/ta/man/translate/figs-explicit)