or_tn/jhn/12/22.md

700 B

they told Jesus

ଗ୍ରୀକ ଲୋକମାନେ ତାହାଙ୍କୁ ଦେଖିବା ନିମନ୍ତେ ଅନୁରୋଧ କରୁଥିବା ଫିଲିପ୍ପ ଓ ଆନ୍ଦ୍ରିୟ ଯୀଶୁଙ୍କୁ କହିଲେ I ଅନ୍ତର୍ନିହିତ ଅର୍ଥକୁ ସୂଚାଉଥିବା ଶବ୍ଦକୁ ଯୋଡି ତୁମେ ଏହାକୁ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଗ୍ରୀକ୍ ଲୋକମାନେ ଯାହା କହିଥିଲେ, ସେମନେ ତାହା ଯୀଶୁଙ୍କୁ କହିଲେ” (ଦେଖ: rc://*/ta/man/translate/figs-ellipsis)