or_tn/jhn/12/20.md

817 B

Now certain Greeks

“ବର୍ତ୍ତମାନ ନିଶ୍ଚିତ” ବାକ୍ୟାଂଶ କାହାଣୀରେ ନୂତନ ଚରିତ୍ରମାନଙ୍କୁ ପରିଚୟ କରାଇବା ବିଷୟକୁ ଚିହ୍ନଟ କରେ I (ଦେଖ: rc://*/ta/man/translate/writing-participants)

to worship at the festival

ଯୋହନ ସୂଚାଉଛନ୍ତି ଯେ ଏହି “ଗ୍ରୀକ ଲୋକମାନେ” ନିସ୍ତାରପର୍ବ ସମୟରେ ଈଶ୍ବରଙ୍କ ଉପାସନା କରିବାକୁ ଯାଉଥିଲେ I ଅନ୍ୟ ଏକ ଅନୁବାଦରେ: “ନିସ୍ତାରପର୍ବରେ ଈଶ୍ବରଙ୍କ ଉପାସନା କରିବାକୁ” (ଦେଖ: rc://*/ta/man/translate/figs-explicit)