or_tn/jhn/12/19.md

1.8 KiB

Look, you can do nothing

ଏଠାରେ ଫାରୂଶୀମାନେ ସୂଚାଉଛନ୍ତି ଯେ ଯୀଶୁଙ୍କୁ ଅଟକାଇବା ଅସମ୍ଭବ ହୋଇପାରେ I ଅନ୍ୟ ଏକ ଅନୁବାଦରେ: “ଏହା ଦେଖାଯାଏ ଯେ, ତାହାଙ୍କୁ ଅଟକାଇବା ନିମନ୍ତେ ଆମ୍ଭେମାନେ କିଛି କରିପାରିବା ନାହିଁ “(ଦେଖ: rc://*/ta/man/translate/figs-explicit)

see, the world has gone after him

ଫାରୁଶୀମାନେ ସେମାନଙ୍କ ଆତଙ୍କିତ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏହି ଅତିରଞ୍ଜିତ ବାକ୍ୟ ବ୍ୟବହାର କରୁଛନ୍ତି ଯେହେତୁ ଏତେ ସଂଖ୍ୟକ ଲୋକମାନେ ଯୀଶୁଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମସ୍ତେ ତାହାଙ୍କ ଶିଷ୍ୟ ହେବା ସଦୃଶ ଦେଖା ଯାଉଛି” (ଦେଖ: rc://*/ta/man/translate/figs-hyperbole)

the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା (ଅତିରଞ୍ଜିତ ଭାବରେ) ଜଗତର ସମସ୍ତ ଲୋକଙ୍କୁ ବୁଝାଏ I ତୁମକୁ ହୁଏତ ସ୍ପଷ୍ଟ କରିବାକୁ ହେବ ଯେ ଫାରୂଶୀମାନେ କେବଳ ଯିହୂଦା ପ୍ରଦେଶରେ ଥିବା ଲୋକମାନଙ୍କ ବିଷୟରେ କହୁଥିବା ସ୍ବରୁପ ଶ୍ରୋତାମାନେ ଲୋକମାନେ ବୁଝିଥିବେ I (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-explicit]])