or_tn/jhn/12/17.md

722 B

Now

ଏଠାରେ ମୁଖ୍ୟ ବିବରଣୀ ଧାରାରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଯୋହନ ବୁଝାଉଛନ୍ତି ଯେ ଲୋକମାନଙ୍କ ମଧ୍ୟରୁ ଅନେକ ଯୀଶୁଙ୍କୁ ସାକ୍ଷାତ କରିବାକୁ ଆସିଲେ କାରଣ ସେମାନେ ଅନ୍ୟମାନେ କହିବା ଶୁଣିଥିଲେ ଯେ ସେ ଲାଜାରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଥିଲେ I (ଦେଖ: rc://*/ta/man/translate/writing-background)