or_tn/jhn/12/13.md

12 lines
861 B
Markdown

# Hosanna
ଏହାର ଅର୍ଥ “ଈଶ୍ବର ଏବେ ଆମ୍ଭମାନଙ୍କର ପରିତ୍ରାଣ କରନ୍ତୁ”
# Blessed
ଏହା ଏକ ଇଚ୍ଛାକୁ ପ୍ରକାଶ କରେ ଯେ ଈଶ୍ବର ଜଣେ ବ୍ୟକ୍ତି ପ୍ରତି ମଙ୍ଗଳ ବିଷୟର କାରଣ ହେଅନ୍ତୁ I
# comes in the name of the Lord
ଏଠାରେ ଜଣେ ବ୍ୟକ୍ତିର ଅଧିକାର ଓ ଶକ୍ତି ନିମନ୍ତେ “ନାମ” ଶବ୍ଦ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ପ୍ରତିନିଧି ସଦୃଶ ଆସନ୍ତି: କିମ୍ବା “ପ୍ରଭୁଙ୍କ ଶକ୍ତିରେ ଆସୁଛନ୍ତି” (ଦେଖ: [[rc://*/ta/man/translate/figs-metonymy]])