or_tn/jhn/12/11.md

759 B

because of him

ପ୍ରକୃତରେ ଲାଜାର ପୁନର୍ବାର ଜୀବିତ ହେବା ଦ୍ବାରା ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଅନେକ ଯିହୁଦୀମାନଙ୍କ କାରଣ ହେଲା I

believed in Jesus

ଏହା ସୂଚାଇ ଦିଏ ଯେ ଅନେକ ଯିହୂଦୀ ଲୋକମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ଭାବରେ ବିଶ୍ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ସେମାନେ ଯୀଶୁଙ୍କଠାରେ ସେମାନଙ୍କ ଭରସା କଲେ” (ଦେଖ: rc://*/ta/man/translate/figs-explicit)