or_tn/jhn/12/08.md

1.0 KiB

You will always have the poor with you

ଯୀଶୁ ସୂଚାଉଛନ୍ତି ଯେ ଦରିଦ୍ର ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ସର୍ବଦା ସୁଯୋଗ ରହିଥିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ମଧ୍ୟରେ ସର୍ବଦା ଦରିଦ୍ର ଲୋକେମାନେ ଥିବେ, ଏବଂ ଯେତେବେଳେ ତୁମ୍ଭେମାନେ ଚାହିଁବ, ସେମାନଙ୍କୁ ସାହାଯ୍ୟ କରିପାରିବ” (ଦେଖ: rc://*/ta/man/translate/figs-explicit)

But you will not always have me

ଏହି ପ୍ରକାରେ, ଯୀଶୁ ସୂଚାଉଛନ୍ତି ଯେ ସେ ମୃତ୍ୟୁଭୋଗ କରିବେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୁଁ ଏଠାରେ ତୁମ୍ଭମାନଙ୍କ ସହିତ ସର୍ବଦା ରହିବି ନାହିଁ” (ଦେଖ: rc://*/ta/man/translate/figs-explicit)