or_tn/jhn/12/07.md

4 lines
735 B
Markdown

# Allow her to keep what she has for the day of my burial
ଯୀଶୁ ସୂଚାଉଛନ୍ତି ଯେ ସ୍ତ୍ରୀଲୋକର କାର୍ଯ୍ୟ ତାହାଙ୍କ ମୃତ୍ୟୁ ଓ ସମାଧିର ପ୍ରତିଛବି ସ୍ବରୁପ ବୁଝାଯାଇ ପାରିବ I ଅନ୍ୟ ଏକ ଅନୁବାଦରେ: “ସେ ମୋତେ କେତେ ଭଲ ପାଉଛି, ତାହା ଦେଖାଇବା ନିମନ୍ତେ ତାହାକୁ ଅନୁମତି ଦିଅ ! ଏହି ପ୍ରକାରେ ସେ ସମାଧି ନିମନ୍ତେ ମୋହର ଶରୀରକୁ ପ୍ରସ୍ତୁତ କରିଅଛି” (ଦେଖ: [[rc://*/ta/man/translate/figs-explicit]])