or_tn/jhn/12/03.md

16 lines
1.5 KiB
Markdown

# a litra of perfume
ତୁମେ ଏହାକୁ ଆଧୁନିକ ପରିମାପକରେ ପରିଣତ କରି ପାରିବ I ଏକ “ଅଧ ସେର” ଏକ କିଲୋଗ୍ରାମର ଏକ ତୃତୀୟାଂଶ I କିମ୍ବା ତୁମେ ସେତିକି ପରିମାଣର ଏକ ପାତ୍ର ବିଷୟରେ ଉଲ୍ଲେଖ କରିପାର I ଅନ୍ୟ ଏକ ଅନୁବାଦରେ: “ଏକ ତୃତୀୟାଂଶ କିଲୋଗ୍ରାମର ଅତର” କିମ୍ବା “ଏକ ବୋତଲ ଅତର” (ଦେଖ: [[rc://*/ta/man/translate/translate-bweight]])
# perfume
ଏହା ସୁଗନ୍ଧ ଦେଉଥିବା ଚାରା ଓ ଫୁଲର ତୈଳରୁ ତିଆରି କରାଯାଇଥିବା ସୁବାସିତ ତରଳ ପଦାର୍ଥ ଅଟେ I
# nard
ଏହା ନେପାଳ, ଚୀନ ଓ ଭାରତରେ ମିଳୁଥିବା ଏକ ଗୋଲାପି ବର୍ଣ୍ଣର, ଘଣ୍ଟି ଆକାରର ଫୁଲରୁ ତିଆରି ହୋଇଥିବା ଅତର ଅଟେ I (ଦେଖ: [[rc://*/ta/man/translate/translate-unknown]])
# The house was filled with the fragrance of the perfume
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାର ଅତରର ମହକ ଗୃହକୁ ପରିପୂର୍ଣ୍ଣ କଲା” (ଦେଖ: [[rc://*/ta/man/translate/figs-activepassive]])