or_tn/jhn/11/57.md

600 B

Now the chief priests

ଏହି ପୃଷ୍ଠଭୂମିର ସୂଚନା ଅଟେ ଯେ ଯୀଶୁ ପର୍ବକୁ ଆସିବେ କି ନାହିଁ ଭାବି କାହିଁକି ଯିହୂଦୀ ଉପାସକମାନେ ବିଚଳିତ ହେଉଛନ୍ତି I ଯଦି ତୁମମାନଙ୍କ ଭାଷାରେ ପୃଷ୍ଠଭୂମିର ସୂଚନା ଦେବା ନିମନ୍ତେ କୌଣସି ମାର୍ଗ ଥାଏ, ଏଠାରେ ତାହା ବ୍ୟବହାର କର I (ଦେଖ: rc://*/ta/man/translate/writing-background)