or_tn/jhn/11/51.md

649 B

General Information:

୫୧ ଓ ୫୨ ପଦରେ ଯୋହନ ବୁଝାଉଛନ୍ତି ଯେ କୟାଫା ଭାବବାଣୀ କରୁଛନ୍ତି, ଯଦିଓ ସେ ସେହି ସମୟରେ ଜାଣିପାରି ନଥିଲେ I ଏହା ପୃଷ୍ଠଭୂମିର ସୂଚନା ଅଟେ I (ଦେଖ: rc://*/ta/man/translate/writing-background)

die for the nation

“ଜାତି” ଶବ୍ଦ ଏକ ପ୍ରତିଛବି ଅଟେ ଓ ତାହା ଇଶ୍ରାୟେଲ ଦେଶର ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-synecdoche)