or_tn/jhn/11/50.md

897 B

than that the whole nation perishes

କୟାଫା ସୂଚାଉଛନ୍ତି ଯେ ଯଦି ଯୀଶୁଙ୍କୁ ବଞ୍ଚି ରହିବାକୁ ଦିଆଯିବ ତେବେ ଏକ ବିଦ୍ରୋହ ହେବ, ଯେବେ ରୋମୀୟ ସୈନ୍ୟବାହିନୀ ଯିହୂଦୀଜାତିର ସମସ୍ତ ଲୋକମାନଙ୍କୁ ବଧ କରିବେ I ଏଠାରେ “ଜାତି” ଶବ୍ଦ ଏକ ପ୍ରତିଛବି ଅଟେ ଯାହା ସମସ୍ତ ଯିହୂଦୀ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ରୋମୀୟମାନେ ଆମ୍ଭମାନଙ୍କ ଜାତିର ସମସ୍ତଙ୍କୁ ବଧ କରିବା ଅପେକ୍ଷା” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-synecdoche]])