or_tn/jhn/11/48.md

1014 B

all will believe in him

ଯିହୂଦୀ ନେତାମାନେ ଭୟ କରୁଥିଲେ ଯେ ଲୋକମାନେ ଯୀଶୁଙ୍କୁ ରାଜା କରିବା ନିମନ୍ତେ ଚେଷ୍ଟା କରିବେ I ଅନ୍ୟ ଏକ ଅନୁବାଦରେ: “ସମସ୍ତେ ତାହାଙ୍କଠାରେ ବିଶ୍ବାସ କରିବେ ଓ ରୋମ୍ ବିରୁଦ୍ଧରେ ବିଦ୍ରୋହ କରିବେ” (ଦେଖ: rc://*/ta/man/translate/figs-explicit)

the Romans will come

ଏହା ରୋମୀୟ ସୈନ୍ୟବାହିନୀର ଏକ ପ୍ରତିଛବି ଅଟେ I ଅନ୍ୟ ଏକ ଅନୁବାଦରେ: “ରୋମୀୟ ସୈନ୍ୟବାହିନୀ ଆସିବେ” (ଦେଖ: rc://*/ta/man/translate/figs-synecdoche)

take away both our place and our nation

ଆମ୍ଭମାନଙ୍କ ମନ୍ଦିର ଓ ଆମ୍ଭମାନଙ୍କ ଦେଶ ଉଭୟକୁ ନଷ୍ଟ କରିବେ