or_tn/jhn/11/44.md

1.1 KiB

his feet and hands were bound with cloths, and his face was bound about with a cloth

ସେହି ସମୟର ସମାଧି କ୍ରିୟାରେ ମୃତ ଶରୀରକୁ ଏକ ଦୀର୍ଘ ସୂକ୍ଷ୍ମ ବସ୍ତ୍ରରେ ଗୁଡାଇ ବାନ୍ଧିବା ଏକ ପ୍ରଥା ଥିଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ତାହାର ହାତ ଓ ପାଦକୁ ସମାଧି ବସ୍ତ୍ରରେ ଗୁଡାଇ ବାନ୍ଧିଥିଲା I ସେମାନେ ମଧ୍ୟ ତାହାର ମୁଖରେ ଏକ ବସ୍ତ୍ର ଗୁଡାଇ ବାନ୍ଧିଥିଲେ” (ଦେଖ: rc://*/ta/man/translate/figs-activepassive)

Jesus said to them

“ସେମାନଙ୍କୁ” ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ସେଠାରେ ଥିଲେ ଓ ଆଶ୍ଚର୍ଯ୍ୟକର୍ମ ଦେଖିଥିଲେ I