or_tn/jhn/11/41.md

1.3 KiB

Jesus lifted up his eyes

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ଉର୍ଦ୍ଧଦୃଷ୍ଟି କରିବା I ଅନ୍ୟ ଏକ ଅନୁବାଦରେ: “ଯୀଶୁ ସ୍ବର୍ଗ ଆଡକୁ ଉର୍ଦ୍ଧଦୃଷ୍ଟି କଲେ” (ଦେଖ: rc://*/ta/man/translate/figs-idiom)

Father, I thank you that you listened to me

ଯୀଶୁ ପ୍ରତ୍ୟକ୍ଷ ଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କଲେ, ଯେପରି ତାହାଙ୍କ ଚତୁଃପାର୍ଶ୍ବରେ ଥିବା ଅନ୍ୟସମସ୍ତେ ତାହାଙ୍କ ପ୍ରାର୍ଥନା ଶୁଣି ପାରିବେ I ଅନ୍ୟ ଏକ ଅନୁବାଦରେ: “ପିତା, ମୁଁ ତୁମ୍ଭର ଧନ୍ୟବାଦ କରୁଅଛି ଯେ ତୁମ୍ଭେ ମୋହର କଥା ଶୁଣିଅଛ” କିମ୍ବା “ପିତା, ମୁଁ ତୁମ୍ଭର ଧନ୍ୟବାଦ କରୁଅଛି ଯେ ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଅଛ”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)