or_tn/jhn/11/37.md

1.4 KiB

Could not this man, who opened the eyes of a blind man, also have made this man not die?

ଏହି ଟିପ୍ପଣୀ ଯିହୁଦୀମାନଙ୍କ ଆଶ୍ଚର୍ଯ୍ୟ ହେବା ବିଷୟକୁ ପ୍ରକାଶ କରିବା ନିମନ୍ତେ ଏକ ପ୍ରଶ୍ନର ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ଜଣେ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କରି ପାରିଥିଲେ, ତେଣୁ ସେ ଏହି ବ୍ୟକ୍ତିକୁ ସୁସ୍ଥ କରିବାକୁ ସମର୍ଥ ହୋଇଥାନ୍ତେ, ଆଉ ସେ ମରି ନଥାନ୍ତା !” କିମ୍ବା “ଯେହେତୁ ସେ ଏହି ବ୍ୟକ୍ତିକୁ ମୃତ୍ୟୁରୁ ରକ୍ଷା କରି ପାରିଲାନାହିଁ, ହୁଏତ ସେ ପ୍ରକୃତରେ ସେହି ଜନ୍ମାନ୍ଧ ଲୋକକୁ ସୁସ୍ଥ କରି ନଥିଲା, ଯେପରି ସେ ସୁସ୍ଥ କରିଥିବା ସେମାନେ କହୁଛନ୍ତି !” (ଦେଖ: rc://*/ta/man/translate/figs-rquestion)

opened the eyes

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଆଖିକୁ ସୁସ୍ଥ କରିଥିଲେ” (ଦେଖ: rc://*/ta/man/translate/figs-idiom)