or_tn/jhn/11/09.md

1.3 KiB

Are there not twelve hours of light in a day?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣ ଯେ ଦିନରେ ବାର ଘଣ୍ଟା ଆଲୋକ ହୁଏ !” (ଦେଖ: rc://*/ta/man/translate/figs-rquestion)

If someone walks in the daytime, he will not stumble, because he sees by the light of this world

ଯେଉଁ ଲୋକମାନେ ଦିବାଲୋକରେ ଗମନ କରନ୍ତି, ସେମାନେ ଭଲ ଭାବରେ ଦେଖି ପାରିବେ ଓ ଝୁଣ୍ଟିବେ ନାହିଁ I “ଜ୍ୟୋତିଃ” “ସତ୍ୟତା” ନିମନ୍ତେ ଏକ ରୂପକ ଅଟେ I ଯୀଶୁ ସୂଚାଉଛନ୍ତି ଯେ ଯେଉଁମାନେ ସତ୍ୟତା ଅନୁଯାୟୀ ଜୀବନଯାପନ କରନ୍ତି, ସେମାନେ ଈଶ୍ବର କରିବାକୁ ଚାହୁଁଥିବା ବିଷୟ ଗୁଡିକୁ ସଫଳ ଭାବରେ କରିବାକୁ ସକ୍ଷମ ହେବେ” (ଦେଖ: rc://*/ta/man/translate/figs-metaphor)