or_tn/jhn/11/08.md

1.2 KiB

Rabbi, right now the Jews are trying to stone you, and you are going back there again?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯେ ଯୀଶୁ ଯିରୂଶାଲମକୁ ଯିବା ଶିଷ୍ୟମାନେ ଚାହୁଁ ନାହାଁନ୍ତି I ଅନ୍ୟ ଏକ ଅନୁବାଦରେ: “ଗୁରୁ, ଆପଣ ନିଶ୍ଚୟ ସେଠାକୁ ଫେରି ଯିବାକୁ ଚାହୁଁ ନାହାଁନ୍ତି ! ଯିହୁଦୀମାନେ ଗତଥର ସେଠାରେ ଥିବା ସମୟରେ ଆପଣଙ୍କୁ ପ୍ରସ୍ତରାଘାତ କରିବାକୁ ଚେଷ୍ଟା କରୁଥିଲେ ! (ଦେଖ: rc://*/ta/man/translate/figs-rquestion)

the Jews

ଏହା ରୂପକ ଭାବରେ ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-synecdoche)