or_tn/jhn/11/04.md

1.4 KiB

This sickness is not to death

ଯୀଶୁ ସୂଚାଉଛନ୍ତି ଯେ ଲାଜାର ଓ ତାହାଙ୍କ ପୀଡା ସମ୍ବନ୍ଧରେ କଅଣ ହେବ, ତାହା ସେ ଜାଣନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ପୀଡାର ଶେଷ ପରିଣାମ ମୃତ୍ୟୁ ହୋଇ ନପାରେ” (ଦେଖ: rc://*/ta/man/translate/figs-explicit)

death

ଏହା ଶାରୀରିକ ମୃତ୍ୟୁକୁ ବୁଝାଏ I

instead it is for the glory of God so that the Son of God may be glorified by it

ଯୀଶୁ ସୂଚାଉଛନ୍ତି ଯେ ଶେଷ ପରିଣାମ କଅଣ ହେବ, ତାହା ସେ ଜାଣନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଉଦ୍ଦେଶ୍ୟ ଏହା ଅଟେ ଯେ ଲୋକମାନେ ହୁଏତ ଈଶ୍ବର କେତେ ମହାନ ଅଟନ୍ତି ତାହା ଦେଖିବେ କାରଣ ତାହାଙ୍କ ଶକ୍ତି ଯାହା କରିବାକୁ ମୋତେ ଅନୁମତି ଦିଏ” (ଦେଖ: rc://*/ta/man/translate/figs-explicit)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)