or_tn/jhn/10/39.md

413 B

went away out of their hand

“ହସ୍ତ” ଶବ୍ଦ ରୂପକ ଭାବରେ ଯିହୂଦୀ ନେତାମାନଙ୍କର ତତ୍ତ୍ବାବଧାନ କିମ୍ବା ଅଧିକାରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କଠାରୁ ବାହାରିଗଲେ” (ଦେଖ: rc://*/ta/man/translate/figs-metonymy)