or_tn/jhn/10/38.md

755 B

believe in the works

ଏଠାରେ “ବିଶ୍ବାସ କରିବା” ସ୍ବୀକାର କରିବା ଯେ ଯୀଶୁଙ୍କ କାର୍ଯ୍ୟ ପିତାଙ୍କଠାରୁ ଅଟନ୍ତି I

the Father is in me and that I am in the Father

ଏଗୁଡିକ ରୂଢ଼ି ଅଟନ୍ତି ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ମୋହର ପିତା ଓ ମୁଁ ଏକତ୍ରଭାବେ ସମ୍ପୁର୍ଣରୂପେ ସଂଯୁକ୍ତ ହୋଇଅଛୁ” (ଦେଖ: rc://*/ta/man/translate/figs-idiom)