or_tn/jhn/10/36.md

1.8 KiB

do you say to him whom the Father set apart and sent into the world, 'You are blaspheming,' because I said, 'I am the Son of God'?

ଯୀଶୁ ଆପଣା ବିଦ୍ରୋହୀମାନଙ୍କୁ କହିବା ନିମନ୍ତେ ଅନୁଯୋଗ କରି ଏହି ପ୍ରଶ୍ନ ବ୍ୟବହାର କଲେ ଯେ ସେ ଆପଣାକୁ “ଈଶ୍ବରଙ୍କପୁତ୍ର” କହିଥିବାରୁ ଈଶ୍ବରନିନ୍ଦା କରୁଅଛି I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ପିତା ଜଗତକୁ ପ୍ରେରଣ କରିବା ନିମନ୍ତେ ପୃଥକ୍ କଲେ, ତାହାଙ୍କୁ ତୁମ୍ଭେମାନେ ‘ତୁମ୍ଭେ ଈଶ୍ବରନିନ୍ଦା କରୁଅଛ’ କହିବା ଉଚିତ ନୁହଁ, ଯେତେବେଳେ ମୁଁ କହୁଛି ଯେ ମୁଁ ଈଶ୍ବରଙ୍କ ପୁତ୍ର !” (ଦେଖ: rc://*/ta/man/translate/figs-rquestion)

You are blaspheming

ତୁମ୍ଭେମାନେ ଈଶ୍ବରଙ୍କର ଅପମାନ କରୁଅଛ I ଯୀଶୁଙ୍କ ବିରୋଧୀମାନେ ବୁଝିଥିଲେ ଯେ ଯେତେବେଳେ ସେ ଆପଣାକୁ ଈଶ୍ବରଙ୍କ ପୁତ୍ର କହିଲେ, ସେ ଆପଣାକୁ ଈଶ୍ବରଙ୍କ ସହିତ ସମାନ ହେବା ସୂଚାଉଛନ୍ତି I

Father ... Son of God

ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରିବା ନିମନ୍ତେ ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି I (ଦେଖ: rc://*/ta/man/translate/guidelines-sonofgodprinciples)