or_tn/jhn/10/35.md

764 B
Raw Permalink Blame History

the word of God came

ଯୀଶୁ ଈଶ୍ବରଙ୍କ ବାକ୍ୟ ବିଷୟରେ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ଶୁଣିଥିବା ଲୋକମାନଙ୍କ ନିକଟକୁ ଯାଉଅଛି I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆପଣା ବାର୍ତ୍ତା କହିଲେ” (ଦେଖ: rc://*/ta/man/translate/figs-metaphor)

the scripture cannot be broken

ସମ୍ଭାବିତ ଅର୍ଥଗୁଡିକ ୧) “ଶାସ୍ତ୍ରକୁ କେହି ପରିବର୍ତ୍ତନ କରି ପାରିବେନାହିଁ” କିମ୍ବା ) “ଶାସ୍ତ୍ର ସର୍ବଦା ସତ୍ୟ ହୋଇ ରହିବ I”