or_tn/jhn/10/34.md

1.1 KiB

Is it not written ... gods""'?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପ୍ରଥମରୁ ଜାଣି ରଖିବା ଉଚିତ ଯେ ଏହା ତୁମ୍ଭମାନଙ୍କ ବ୍ୟବସ୍ଥାରେ ଲେଖା ଯାଇଛି ଯାହା ମୁ କହିଥିଲି, “ତୁମ୍ଭେମାନେ ଈଶ୍ବରଗଣ” (ଦେଖ: rc://*/ta/man/translate/figs-rquestion)

You are gods

ଏଠାରେ ଯୀଶୁ ଶାସ୍ତ୍ରାଂଶ ବାକ୍ୟ ଉଦ୍ଧୃତ କରନ୍ତି ଯେଉଁଠାରେ ଈଶ୍ବର ଆପଣା ଲୋକମାନଙ୍କୁ “ଈଶ୍ବରଗଣ” କହନ୍ତି, ବୋଧ ହୁଏ, କାରଣ ସେ ସେମାନଙ୍କୁ ପୃଥିବୀରେ ଆପଣାର ପ୍ରତିନିଧି ହେବାକୁ ମନୋନୀତ କରିଛନ୍ତି I