or_tn/jhn/10/32.md

8 lines
914 B
Markdown

# Jesus answered them, ""I have shown you many good works from the Father
ଯୀଶୁ ଈଶ୍ବରଙ୍କ ଶକ୍ତି ଦ୍ବାରା ଆଶ୍ଚର୍ଯ୍ୟକର୍ମ କଲେ I “ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# For which of those works are you stoning me?
ଏହି ପ୍ରଶ୍ନ ବ୍ୟଙ୍ଗୋକ୍ତି ବ୍ୟବହାର କରେ I ଯୀଶୁ ଜାଣନ୍ତି ଯେ ଯିହୂଦୀ ନେତାମାନେ ତାହାଙ୍କ ଉପରକୁ ପଥର ଫୋପାଡ଼ିବା ଚାହୁଁ ନାହାନ୍ତି କାରଣ ସେ ଉତ୍ତମ କାର୍ଯ୍ୟ କରିଛନ୍ତି I (ଦେଖ: [[rc://*/ta/man/translate/figs-irony]])