or_tn/jhn/10/25.md

1.4 KiB

Connecting Statement:

ଯୀଶୁ ଯିହୂଦୀମାନଙ୍କୁ ଉତ୍ତର ଦେବାକୁ ଆରମ୍ଭ କରନ୍ତି I

in the name of my Father

ଏଠାରେ “ନାମ” ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏଠାରେ “ପିତା” ଈଶ୍ବରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯୀଶୁ ଆପଣା ପିତାଙ୍କ ଶକ୍ତି ଓ ଅଧିକାରରେ ଆଶ୍ଚର୍ଯ୍ୟକର୍ମ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ମୋର ପିତାଙ୍କ ଶକ୍ତିରେ” କିମ୍ବା “ମୋର ପିତାଙ୍କ ଶକ୍ତି ଦ୍ବାରା” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/guidelines-sonofgodprinciples]])

these testify concerning me

ଜଣେ ବ୍ୟକ୍ତି ବିଚାରାଳୟରେ ପ୍ରମାଣ କରିବା ସକାଶେ ଯେପରି ସାକ୍ଷ୍ୟ ଦେଇଥାଏ, ସେହିପରି ତାହାଙ୍କ ସମସ୍ତ ଆଶ୍ଚର୍ଯ୍ୟକର୍ମ ତାହାଙ୍କ ବିଷୟରେ ପ୍ରମାଣ ଦେଇଥାଏ I ଅନ୍ୟ ଏକ ଅନୁବାଦରେ: “ମୋ ବିଷୟରେ ପ୍ରମାଣ ଦିଏ” (ଦେଖ: rc://*/ta/man/translate/figs-personification)