or_tn/jhn/10/24.md

853 B

Then the Jews surrounded him

ଏଠାରେ ଯିହୁଦୀ ନେତାମାନଙ୍କ ନିମନ୍ତେ ବୁଝାଜାଉଥିବା ରୁପକ “ଯିହୂଦୀମାନେ” ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ଯିହୂଦୀ ନେତାମାନେ ଯୀଶୁଙ୍କୁ ଘେରିଲେ” (ଦେଖ: rc://*/ta/man/translate/figs-synecdoche)

hold us doubting

ଏହା ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ସନ୍ଦେହରେ ରଖିବା” କିମ୍ବା “ନିଶ୍ଚିତ ଭାବରେ ଜାଣିବାରୁ ବଞ୍ଚିତ କରିବା ?” (ଦେଖ: rc://*/ta/man/translate/figs-idiom)