or_tn/jhn/10/23.md

706 B

Jesus was walking in the temple

ଯୀଶୁ ଯେଉଁ ଅଞ୍ଚଳରେ ଗମନାଗମନ କରୁଥିଲେ, ତାହା ପ୍ରକୃତରେ ମନ୍ଦିର ଗୃହ ବାହାରର ଏକ ପ୍ରାଙ୍ଗଣ ଥିଲା I ଅନ୍ୟ ଏକ ଅନୁବାଦରେ: “ଯୀଶୁ ମନ୍ଦିର ପ୍ରାଙ୍ଗଣରେ ଗମନା ଗମନ କରୁଥିଲେ” (ଦେଖ: rc://*/ta/man/translate/figs-explicit)

porch

ଏହା ଗୃହର ପ୍ରବେଶ ଦ୍ବାରକୁ ଲାଗିଥିବା ଏକ ଭବନ ଅଟେ; ଏହାର ଛାତ ଥିଲେ, କିନ୍ତୁ ହୁଏତ କାନ୍ଥ ନଥିଲେ I