or_tn/jhn/10/22.md

1.4 KiB
Raw Permalink Blame History

General Information:

ମନ୍ଦିର ପ୍ରତିଷ୍ଠା ପର୍ବ ସମୟରେ, କେତେକ ଯିହୂଦୀ ଯୀଶୁଙ୍କୁ ପ୍ରଶ୍ନ ପଚାରିବାକୁ ଲାଗିଲେ I ଘଟଣାର ଅବସ୍ଥିତି ସମ୍ବନ୍ଧରେ ଓ ୨୩ ପଦ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

Festival of the Dedication

ଏହା ଅଷ୍ଟମ ଦିନ, ଏହି ଶୀତକାଳରେ ଯିହୁଦୀମାନେ ଏକ ଆଶ୍ଚର୍ଯ୍ୟକର୍ମ ସ୍ମରଣ କରନ୍ତି ଯେଉଁ ସମୟରେ ଈଶ୍ବର ଏକ ଦୀପବୃକ୍ଷରେ ଥିବା ଅଳ୍ପ ତୈଳକୁ ଆଠ ଦିନ ପର୍ଯ୍ୟନ୍ତ ଜଳାଇ ରଖିଥିଲେ I ସେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଯିହୁଦୀ ମନ୍ଦିର ଉତ୍ସର୍ଗ କରିବା ନିମନ୍ତେ ସେମାନେ ଦୀପବୃକ୍ଷକ ଜଳାଇ ରଖୁଥିଲେ I କିଛି ବିଷୟ ଉତ୍ସର୍ଗ କରିବା ଅର୍ଥ ଏକ ବିଶେଷ ଉଦ୍ଦେଶ୍ୟ ନିମନ୍ତେ ଏହାକୁ ବ୍ୟବହାର କରିବା ନିମନ୍ତେ ପ୍ରତିଶୃତିବଦ୍ଧ ହେବା I