or_tn/jhn/10/20.md

500 B

Why do you listen to him?

‘ଲୋକମାନେ ଯୀଶୁଙ୍କର କଥାକୁ ଶୁଣିବା ଉଚିତ ନୁହଁ’ ବିଷୟଟିକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ କଥା ଶୁଣ ନାହିଁ” (ଦେଖ: rc://*/ta/man/translate/figs-rquestion)