or_tn/jhn/10/18.md

988 B

I lay it down of myself

ଯୀଶୁ ଆପଣା ପ୍ରାଣ ଦାନ କରିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏଠାରେ ସ୍ବୟଂବାଚକ ସର୍ବନାମ “ଆପଣା” ଶବ୍ଦ ବ୍ୟବହାର କରାଯାଇଛି I କେହି ତାହା ତାହାଙ୍କଠାରୁ ନେଇଯାଏ ନାହିଁ I ଅନ୍ୟ ଏକ ଅନୁବାଦରେ: “ମୁଁ ନିଜେ ତାହା ଦାନ କରେ” (ଦେଖ: rc://*/ta/man/translate/figs-rpronouns)

I have received this command from my Father

ଏହା କରିବା ନିମନ୍ତେ ମୋହର ପିତା ମୋତେ ଆଜ୍ଞା କରିଛନ୍ତି I “ପିତା” ଶବ୍ଦ ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)