or_tn/jhn/10/17.md

2.0 KiB

Connecting Statement:

ଯୀଶୁ ଲୋକମାନଙ୍କୁ କହିବା ଶେଷ କରୁଛନ୍ତି I

This is why the Father loves me: I lay down my life

ଈଶ୍ବରଙ୍କ ଅନନ୍ତକାଳୀନ ଯୋଜନା ଥିଲା ଯେ ପୁତ୍ର ଈଶ୍ବର ମନୁଷ୍ୟଜାତିର ପାପ ନିମନ୍ତେ ଆପଣା ପ୍ରାଣ ଦେବେ I କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁ, ପିତାଙ୍କ ପ୍ରତି ପୁତ୍ରଙ୍କର ଗଭୀର ପ୍ରେମ ଓ ପୁତ୍ରଙ୍କ ପ୍ରତି ପିତାଙ୍କ ଗଭୀର ପ୍ରେମକୁ ପ୍ରକାଶ କରେ I

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

loves

ଏହି ପ୍ରକାର ପ୍ରେମ ଈଶ୍ବରଙ୍କଠାରୁ ଆସିଥାଏ ଓ ଅନ୍ୟମାନଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ଅଟେ ଏପରିକି ଯେତେବେଳେ ଏହା ଆପଣା ନିମନ୍ତେ ଉପକାରରେ ଆସେନାହି I ଏହି ପ୍ରକାର ପ୍ରେମ ସେମାନେ ଯାହା ହେଲେମଧ୍ୟ ଅନ୍ୟମାନଙ୍କ ଯତ୍ନ ନେଇଥାଏ I

I lay down my life so that I may take it again

ସେ ମୃତ୍ୟୁଭୋଗ କରି ପୁନର୍ବାର ଜୀବିତ ହେବେ କହିବା ଯୀଶୁଙ୍କ ଏକ ମୃଦୁ ଶୈଳୀ ଅଟେ I ଅନ୍ୟ ଏକ ଅନୁବାଦରେ: “ମୁଁ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦିଏ, ଯେପରି ମୁଁ ଆପଣାକୁ ପୁନର୍ବାର ଜୀବିତ କରିପାରିବି ” (ଦେଖ: rc://*/ta/man/translate/figs-euphemism)