or_tn/jhn/10/16.md

769 B

I have other sheep

ଏଠାରେ ଯୀଶୁଙ୍କ ଅନୁଗାମୀଙ୍କ ନିମନ୍ତେ “ଅନ୍ୟ ମେଷସବୁ” ଏକ ରୂପକ ଅଟେ ଯେଉଁମାନେ ଯିହୂଦୀ ନଥିଲେ I (ଦେଖ: rc://*/ta/man/translate/figs-metaphor)

one flock and one shepherd

ଏଠାରେ “ପଲ” ଓ “ପାଳକ” ରୂପକ ଅଟନ୍ତି I ଯୀଶୁଙ୍କ ସମସ୍ତ ଶିଷ୍ୟମାନେ, ଉଭୟ ଯିହୂଦୀ ଓ ଅଣ ଯିହୂଦୀମାନେ, ଏକ ମେଷପଲ ସଦୃଶ ହେବେ I ସେ ଜଣେ ପାଳକ ସଦୃଶ ହୋଇ ସମସ୍ତଙ୍କର ଯତ୍ନ ନେବେ I (ଦେଖ: rc://*/ta/man/translate/figs-metaphor)