or_tn/jhn/10/10.md

1.3 KiB

does not come if he would not steal

ଏହା ଏକ ଯୁଗ୍ମ ନକାରାତ୍ମକ ବିଷୟ ଅଟେ I କେତେକ ଭାଷାରେ ଅଧିକ ସ୍ବାଭାବିକ ଭାବରେ ସକାରାତ୍ମକ ଉକ୍ତି ବ୍ୟବହାର କରାଯାଏ I ଅନ୍ୟ ଏକ ଅନୁବାଦରେ: “କେବଳ ଚୋରି କରିବାକୁ ଆସେ” (ଦେଖ: rc://*/ta/man/translate/figs-doublenegatives)

steal and kill and destroy

ଏଠାରେ ସୂଚାଉଥିବା ରୂପକ “ମେଷ ଅଟେ,” ଯାହା ଈଶ୍ବରଙ୍କ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମେଷମାନଙ୍କୁ ଚୋରି, ବଧ ଓ ବିନାଶ କରିବାକୁ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-metaphor]])

so that they will have life

“ସେମାନେ” ଶବ୍ଦ ମେଷମାନଙ୍କୁ ବୁଝାଏ I “ଜୀବନ” ଅନନ୍ତ ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ସେମାନେ କୌଣସି ଅଭାବ ନଥାଇ ପ୍ରକୃତରେ ଜୀବନ କାଟିବେ”