or_tn/jhn/10/06.md

969 B
Raw Permalink Blame History

they did not understand

ସମ୍ଭାବିତ ଅର୍ଥ: ୧) “ଶିଷ୍ୟମାନେ ବୁଝି ପାରିଲେନାହିଁ” କିମ୍ବା ) “ଲୋକମାନେ ବୁଝି ପାରିଲେନାହିଁ I”

this parable

ଏହା ମେଷ ପାଳକମାନଙ୍କ କାର୍ଯ୍ୟରୁ କୁହାଯାଇଥିବା ଏକ ଦୃଷ୍ଟାନ୍ତ ଅଟେ I “ମେଷପାଳକ” ଯୀଶୁଙ୍କ ନିମନ୍ତେ ଏକ ରୂପକ ଅଟେ I “ମେଷ” ଯୀଶୁଙ୍କୁ ଅନୁଗମନ କରୁଥବା ଲୋକମାନଙ୍କୁ ବୁଝାଏ ଓ “ଅଜଣା ଲୋକମାନେ” ଲୋକମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଯିହୂଦୀନେତା ଓ ଫାରୂଶୀମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)