or_tn/jhn/09/39.md

1.5 KiB

came into this world

ସେହି ଲୋକମାନଙ୍କ ନିମନ୍ତେ “ଜଗତ” ଏକ ରୂପକ ଅଟେ ଯେଉଁମାନେ ଜଗତରେ ଜଗତରେ ବାସ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଲୋକମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ଆସିଲେ” (ଦେଖ: rc://*/ta/man/translate/figs-metonymy)

so that those who do not see may see and so that those who see may become blind

ଏଠାରେ “ଦେଖିବା” ଓ ଅନ୍ଧତା” ରୂପକ ଅଟନ୍ତି I ଯୀଶୁ ଆତ୍ମିକ ଭାବରେ ଅନ୍ଧ ଓ ଶାରୀରିକ ଭାବରେ ଅନ୍ଧ ଲୋକମାନଙ୍କ ମଧ୍ୟରେ ପ୍ରଭେଦ ଦେଖାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ଯେଉଁମାନେ ଆତ୍ମିକ ଭାବରେ ଅନ୍ଧ ଅଟନ୍ତି, କିନ୍ତୁ ଯେଉଁମାନେ ଈଶ୍ବରଙ୍କୁ ଦେଖିବା ନିମନ୍ତେ ଚାହାନ୍ତି, ସେମାନେ ତାହାଙ୍କୁ ଦେଖି ପାରିବେ, ଓ ଯେଉଁମାନେ ଭ୍ରାନ୍ତିରେ ଥାଇ ଭାବୁଛନ୍ତି ଯେ ସେମାନେ ଈଶ୍ବରଙ୍କୁ ଦେଖି ପାରିବେ, ସେମାନେ ସେମାନଙ୍କ ଅନ୍ଧତାରେ ରହିବେ” (ଦେଖ: rc://*/ta/man/translate/figs-metaphor)